Door43-Catalog_or_tn/LUK/22/01.md

2.0 KiB
Raw Permalink Blame History

ଖମୀରଶୂନ୍ୟ ରୋଟୀର ପର୍ବ

ଏହି ପର୍ବ ଏହି ନାମରେ ନାମିତ ଅଟେ କାରଣ ପର୍ବ ସମୟରେ, ଯିହୁଦୀମାନେ ଖମୀର ମିଶ୍ରଣ କରାଯାଇଥିବା ରୋଟୀ ଭୋଜନ କରୁ ନ ଥିଲେ। ଏହା ଏହିପରି ଅନୁବାଦ କରାଯାଇପାରେ “ଯେଉଁ ପର୍ବରେ ସେମାନେ ଖମୀରଶୂନ୍ୟ ରୋଟୀ ଭୋଜନ କରୁଥିଲେ”।

ଖମୀରଶୂନ୍ୟ ରୋଟୀ

ଏହି ରୋଟୀରେ ଖମୀର ନାହିଁ ଯାହା ଦ୍ୱାରା ରୋଟୀ ଫୁଲାଯାଏ। ଏହା ଏହିପରି ମଧ୍ୟ ନାମିତ ଅଟେ “ଖମୀରଶୂନ୍ୟ ରୋଟୀ”।

ନିକଟ ହୋଇଆସୁଥିଲା

“ପ୍ରାୟ ଆରମ୍ଭ ହେବାକୁ ଯାଉଥିଲା”

ସେମାନେ କିପରି ଯୀଶୁଙ୍କୁ ବିନାଶ କରିପାରନ୍ତି

“ସେମାନେ କିପରି ଯୀଶୁଙ୍କୁ ବଧ କରିପାରନ୍ତି”। ଯାଜକମାନଙ୍କ ଓ ଶାସ୍ତ୍ରୀମାନଙ୍କ ଠାରେ ଆପେ ଯୀଶୁଙ୍କୁ ବଧ କରିବାର ଅଧିକାର ନ ଥିଲା, କିନ୍ତୁ ସେମାନେ ଆଶା କରୁଥିଲେ ଯେ ଅନ୍ୟମାନଙ୍କୁ ପାଇବେ ଯାହା ଦ୍ୱାରା ତାହାଙ୍କୁ ବଧ କରିବେ।

ଲୋକମାନଙ୍କୁ ଭୟ କରୁଥିଲେ

ସମ୍ଭାବ୍ୟ ଉତ୍ତରଗୁଡ଼ିକ ହେଲା ୧) “ଲୋକମାନେ କିଛି କରି ପାରନ୍ତି ବୋଲି ଭୟ କରୁଥିଲେ” କିମ୍ବା ) “ଲୋକମାନେ ଯୀଶୁଙ୍କୁ ରାଜା କରିପାରନ୍ତି ବୋଲି ଭୟ କରୁଥିଲେ”।