Door43-Catalog_or_tn/LUK/21/37.md

1.7 KiB

ସେ ପ୍ରତିଦିନ ମନ୍ଦିରରେ ଶିକ୍ଷା ଦେଉଥିଲେ

“ସେହି ଦିନମାନଙ୍କରେ ସେ ଶିକ୍ଷା ଦେଉଥିବେ”। ଏହି ପୂର୍ବବର୍ତ୍ତୀ ପଦରେ, ଯୀଶୁଙ୍କ ମୃତ୍ୟୁ ପୂର୍ବରୁ ସେହି ସପ୍ତାହରେ ପ୍ରତ୍ୟେକ ଦିନ ଯୀଶୁ ଓ ଲୋକମାନେ ଯାହା କରୁଥିଲେ ସେ ବିଷୟରେ ପ୍ରକାଶ କରେ।

ମନ୍ଦିରରେ

ଏହାର ଅର୍ଥ “ମନ୍ଦିର ମଧ୍ୟରେ” କିମ୍ବା “ମନ୍ଦିର ପ୍ରାଙ୍ଗଣରେ”

ସେ ପ୍ରତି ରାତ୍ର ବାହାରି ଯାଉଥିଲେ

“ପ୍ରତି ରାତ୍ରିରେ ସେ ନଗରରୁ ବାହାରି ଯାଉଥିଲେ” କିମ୍ବା “ସେ ପ୍ରତି ରାତ୍ର ବାହାରି ଯାଉଥିଲେ”

ସମସ୍ତ ଲୋକ

ଏହା ଏକ ଅତ୍ୟୁକ୍ତି ଅଟେ ଯାହାର ଅର୍ଥ “ଏହା ଲୋକମାନଙ୍କର ଏକ ଅତି ବୃହତ୍ ସଂଖ୍ୟା” କିମ୍ବା “ପ୍ରାୟ ପ୍ରତ୍ୟେକ ଲୋକ”। (ଦେଖନ୍ତୁ: ଅତ୍ୟୁକ୍ତି)

ଅତି ପ୍ରଭାତରେ ଆସୁଥିଲେ

“ଅତି ପ୍ରଭାତରେ ଆସୁଥିଲେ” କିମ୍ବା “ପ୍ରତ୍ୟେକ ପ୍ରଭାତରେ ଅତିଶିଘ୍ର ଆସୁଥିଲେ”

ତାହାଙ୍କୁ ଶୁଣିବା ନିମନ୍ତେ

“ତାହାଙ୍କ ଶିକ୍ଷା ଶୁଣିବା ନିମନ୍ତେ”