Door43-Catalog_or_tn/LUK/21/36.md

1.5 KiB
Raw Permalink Blame History

ଏହିସମସ୍ତ ଆଗାମୀ ଘଟଣାରୁ ରକ୍ଷା ପାଇବାକୁ ସମର୍ଥ ହୁଅ

ସମ୍ଭାବନା ଅର୍ଥଗୁଡ଼ିକ ହେଲା ୧) “ଏହିସମସ୍ତ ଘଟଣାକୁ ସହ୍ୟ କରିବା ନିମନ୍ତେ ସମର୍ଥ ହୁଅ” କିମ୍ବା ) “ଏହିସମସ୍ତ ଘଟଣାରୁ ଦୂରରେ ରହିବା ନିମନ୍ତେ ସମର୍ଥ ହୁଅ”।

ଏହିସମସ୍ତ ଆଗାମୀ ଘଟଣା ଯାହା ହେବ

“ଏହିସମସ୍ତ ଆଗାମୀ ଘଟଣା ଯାହା ଘଟିବ” ଘଟିବାକୁ ଯାଉଥିବା ଭୟାନକ ବିଷୟରେ ଯୀଶୁ ଯାହା କହିଥିଲେ, ଯେପରି ତାଡନା, ଯୁଦ୍ଧ, ବନ୍ଦୀ ହେବା।

ମନୁଷ୍ୟପୁତ୍ରଙ୍କ ଛାମୁରେ ଉଭା ହେବାକୁ

“ମନୁଷ୍ୟପୁତ୍ରଙ୍କ ଛାମୁରେ ଆତ୍ମବିଶ୍ୱାସ ସହ ଉଭା ହେବାକୁ”। ସମ୍ଭବତଃ ଏହା ମନୁଷ୍ୟପୁତ୍ର ପ୍ରତ୍ୟେକ ଜଣଙ୍କୁ ବିଚାର କରିବା ବିଷୟକୁ ଦର୍ଶାଏ। ଯେଉଁ ବ୍ୟକ୍ତି ପ୍ରସ୍ତୁତ ନ ଥିବ ସେ ମନୁଷ୍ୟପୁତ୍ରଙ୍କୁ ଭୟ କରିବ ଓ ଆତ୍ମବିଶ୍ୱାସ ସହ ଉଭା ହେବ ନାହିଁ।