Door43-Catalog_or_tn/LUK/21/32.md

1.5 KiB
Raw Permalink Blame History

ଏହି ବର୍ତ୍ତମାନ ପୁରୁଷ

ସମ୍ଭାବନା ଅର୍ଥଗୁଡ଼ିକ ହେଲା ୧) ଯୀଶୁ କହିଥିବା ଚିହ୍ନ ମଧ୍ୟରୁ ପ୍ରଥମ ଚିହ୍ନ ଦେଖିବା ପୁରୁଷ କିମ୍ବା ) ଯେଉଁ ପୁରୁଷକୁ ଯୀଶୁ କହୁଥିଲେ। ପ୍ରଥମଟି ଅଧିକ ସ୍ଵାଭାବିକ ଅଟେ।

ସ୍ଵର୍ଗ ଓ ପୃଥିବୀ ଲୋପ ପାଇବ

“ଆକାଶ ଓ ପୃଥିବୀ ଆପଣା ଅସ୍ତିତ୍ଵ ହରାଇବ”। ଏହି ଶବ୍ଦ “ସ୍ଵର୍ଗ” ଏଠାରେ ଆକାଶ ଓ ବ୍ରହ୍ମାଣ୍ଡର ପରିସର ବାହାରେ ଥିବା ସ୍ଥାନକୁ ଦର୍ଶାଏ।

ମୋହର ବାକ୍ୟସମୂହ କଦାପି ଲୋପ ପାଇବ ନାହିଁ

“ମୋହର ବାକ୍ୟସମୂହ କଦାପି ଆପଣା ଅସ୍ତିତ୍ଵ ହରାଇବ ନାହିଁ” କିମ୍ବା “ମୋହର ବାକ୍ୟସମୂହ କଦାପି ବିଫଳ ହେବ ନାହିଁ”। ଏହା ଏହିପରି ଅନୁବାଦ କରାଯାଇପାରେ “ମୋହର ବାକ୍ୟସମୂହ ନିଶ୍ଚିତରୂପେ ସମ୍ପାଦିତ ହେବ” କିମ୍ବା “ଯାହା ମୁଁ କହେ ତାହା ନିଃସନ୍ଦେହ ଘଟିବ”