Door43-Catalog_or_tn/LUK/21/05.md

1.4 KiB

ଦାନସମୂହ

“ଲୋକମାନେ ଈଶ୍ୱରଙ୍କୁ ଦେଇଥିବା ଜିନିଷ”

ସେହି ଦିନ ଆସିବ

“କୌଣସି ଏକ ସମୟରେ” କିମ୍ବା “ଦିନେ”

ଏକ ପ୍ରସ୍ତର ଅନ୍ୟ ପ୍ରସ୍ତର ଉପରେ ରହିଵ

ଏହା ଏହିପରି ଅନୁବାଦ କରାଯାଇପାରେ: “ପ୍ରତ୍ୟେକ ପଥର ଏହାର ଆପଣାର ସ୍ଥାନରୁ ବାହାର କରାଯିବେ।” ଏହା ଏହିପରି ପ୍ରତ୍ୟକ୍ଷ ବାଚ୍ୟରେ ଅନୁବାଦ କରାଯାଇପାରେ: “ଶତୃମାନେ ଗୋଟିଏ ପ୍ରସ୍ତରକୁ ଅନ୍ୟ ପ୍ରସ୍ତର ଉପରେ ରହିବାକୁ ଦେବେ ନାହିଁ”। (ଦେଖନ୍ତୁ ପ୍ରତ୍ୟକ୍ଷ ବା ପରୋକ୍ଷ)।

ସମସ୍ତ ହିଁ ଭୂମିସାତ୍ ହେବ

ଏହା ସାକାରାତ୍ମକ ଭାବରେ ଏହିପରି ଅନୁବାଦ କରାଯାଇପାରେ “ସେମାନେ ସମସ୍ତକୁ ଭୂମିସାତ୍ କରିବେ”। ଏହା ପ୍ରତ୍ୟକ୍ଷ ବାଚ୍ୟରେ ଏହିପରି ଅନୁବାଦ କରାଯାଇପାରେ: “ଶତୃମାନେ ପ୍ରତ୍ୟେକ ପ୍ରସ୍ତରକୁ ଭୂମିସାତ୍ କରିବେ”