Door43-Catalog_or_tn/LUK/21/01.md

2.4 KiB

ଦାନ

“ଅର୍ଥ(ଟଙ୍କା) ଦାନ”

ଭଣ୍ଡାରରେ

“ସଂଗ୍ରହ ପେଡି” କିମ୍ବା “ଅର୍ଥ(ଟଙ୍କା) ପେଡି” କିମ୍ବା “ମନ୍ଦିର ଉତ୍ସର୍ଗ ପେଡି” (ୟୁଡିବୀ)। ଏହା ମନ୍ଦିରରେ ଏହିପରି ଏକ ପେଡି ଅଟେ ଯେଉଁଥିରେ ଲୋକମାନେ ଈଶ୍ୱରଙ୍କୁ ଉପହାର ଦେବା ନିମନ୍ତେ ଅର୍ଥ(ଟଙ୍କା) ପକାଉଥିଲେ।

ଦୁଇ ଗୋଟି

“ଦୁଇ କ୍ଷୁଦ୍ର ମୁଦ୍ରା” କିମ୍ବା “ଦୁଇ ଅତି କ୍ଷୁଦ୍ର ପିତଳ ମୁଦ୍ରା”। ଏଗୁଡିକ ସର୍ବଶେଷ ମୂଲ୍ୟର ମୁଦ୍ରା ଯାହା ଲୋକମାନେ ବ୍ୟବହାର କରୁଥିଲେ। ଏହା ଆପଣମାନଙ୍କ ସ୍ଥାନୀୟ ଅର୍ଥ(ଟଙ୍କା) ପଦ୍ଧତି ଅନୁସାରେ ସର୍ବଶେଷ ମୁଦ୍ରାକୁ ଏହିପରି ଅନୁବାଦ କରାଯାଇପାରେ, ଯେପରି “ଦୁଇ ପଇସା” (ଦେଖନ୍ତୁ: ବାଇବଲ ଅର୍ଥ ବା ଟଙ୍କା)

ମୁଁ ତୁମ୍ଭମାନଙ୍କୁ କହୁଅଛି

ଯୀଶୁ ଆପଣା ଶିଷ୍ୟମାନଙ୍କୁ କହୁଥିଲେ। ଏହି ଶବ୍ଦ “ତୁମ୍ଭମାନଙ୍କୁ” ବହୁ ବଚନ ଅଟେ। (ଦେଖନ୍ତୁ: ତୁମ୍ଭମାନଙ୍କୁ ର ପ୍ରକାର)

ଆପଣା ଆପଣା ଅତିରିକ୍ତ ଧନରୁ କିଛି କିଛି ପକାଇଲେ

ଏହା ଏହିପରି ଅନୁବାଦ କରାଯାଇପାରେ “ବହୁତ ଅର୍ଥ(ଟଙ୍କା) ଅଛି ଓ ସେଥିମଧ୍ୟରୁ କିଛି ଦେଲେ”।

ଏ ଆପଣାର ଅନାଟନ ଅବସ୍ଥାରେ ସବୁକିଛି ଦାନ କଲା।

ଏହା ଏହିପରି ଅନୁବାଦ କରାଯାଇପାରେ “ଅତି ଅଳ୍ପ ଥିଲା, ତଥାପି ସେ ସମସ୍ତ ଦାନ କଲା ”।

ତାହାର ସମସ୍ତ ସମ୍ପତ୍ତିରୁ

“ଯାହା ତାହାର ଆବଶ୍ୟକ ଥିଲା ସେଥିରୁ” କିମ୍ବା “ତାହାର ଅଳ୍ପ ଥିଲା ସେଥିରୁ”