Door43-Catalog_or_tn/LUK/20/39.md

1.3 KiB

ଶାସ୍ତ୍ରୀମାନଙ୍କ ମଧ୍ୟରୁ କେତେକ ଜଣ ଉତ୍ତର ଦେଲେ

“କେତେକ ଶାସ୍ତ୍ରୀ ଯୀଶୁଙ୍କୁ ଉତ୍ତର ଦେଲେ”

ସେମାନେ ତାହାଙ୍କୁ କୌଣସି ପ୍ରଶ୍ନ ପଚାରିବାକୁ ଆଉ ସାହସ କଲେ ନାହିଁ

“ସେମାନେ ତାହାଙ୍କୁ ପ୍ରଶ୍ନ ପଚାରିବାକୁ ଭୟ କଲେ” କିମ୍ବା “କ୍ଷତି ଆଶଙ୍କାରେ ସେମାନେ ତାହାଙ୍କୁ ଆଉ ପ୍ରଶ୍ନ ପଚାରିଲେ ନାହିଁ।” ଏହି ଅବ୍ୟକ୍ତ ସୂଚନା, ପ୍ରଶ୍ନ ପଚାରିବାର ଉଦ୍ଦେଶ୍ୟ ଓ ପ୍ରଶ୍ନ ନ ପଚାରିବାର କାରଣ ବିଷୟରେ ସ୍ପଷ୍ଟ କରାଯାଇପାରେ। “ସେମାନେ ତହାଙ୍କୁ ଆଉ କୌଶଳରେ ପ୍ରଶ୍ନ ପଚାରିଲେ ନାହିଁ କାରଣ ସେମାନେ ଭୟ କଲେ ଯେ ତାହାଙ୍କ ବୁଦ୍ଧିମାନ ଉତ୍ତର ସେମାନଙ୍କୁ ପୂନର୍ବାର ମୂର୍ଖ ଦେଖାଇବ।” (ଦେଖନ୍ତୁ: ସ୍ପଷ୍ଟ ଓ ଅବ୍ୟକ୍ତ ସୂଚନା)