Door43-Catalog_or_tn/LUK/20/25.md

835 B

ସେ ସେମାନଙ୍କୁ କହିଲେ

“ସେଥିରେ ଯୀଶୁ ସେମାନଙ୍କୁ କହିଲେ”

କାଇସର

“କାଇସର” ରୋମୀ ସରକାରଙ୍କୁ ଦର୍ଶାଏ। (ଦେଖନ୍ତୁ: ଲାକ୍ଷଣିକ ଶବ୍ଦ)

ଏଥିରେ ତାହାଙ୍କ କଥାର ଛିଦ୍ର ଧରି ପାରିଲେ ନାହିଁ

“ସେ ଯାହା କହିଲେ ସେଥିରେ ସେମାନେ କିଛି ଭୁଲ୍ ବିଷୟ ଖୋଜିପାରିଲେ ନାହିଁ”

ସେମାନେ ଚମତ୍କୃତ ହେଲେ

“ସେମାନେ ଆଶ୍ଚର୍ଯ୍ୟାନ୍ୱିତ ହେଲେ” କିମ୍ବା “ସେମାନେ ବିସ୍ମିତ ହେଲେ” (ୟୁଡିବୀ)