Door43-Catalog_or_tn/LUK/20/23.md

754 B

କିନ୍ତୁ ଯୀଶୁ ସେମାନଙ୍କ ଧୂର୍ତ୍ତତା ବୁଝି ପାରି

“କିନ୍ତୁ ଯୀଶୁ ସେମାନେ କିପରି ପ୍ରତାରକ ବୋଲି ବୁଝି ପାରି” କିମ୍ବା “କିନ୍ତୁ ଯୀଶୁ ଦେଖିଲେ ଯେ ସେମାନେ କୌଶଳରେ ତାହାଙ୍କୁ ଧରିବାକୁ ଚେଷ୍ଟା କରୁଥିଲେ”

ଗୋଟିଏ ଅଧୁଲି

ଗୋଟିଏ ଦିନର ମଜୁରୀ ମୂଲ୍ୟର ଗୋଟିଏ ମୁଦ୍ରା। (ଦେଖନ୍ତୁ: ବାଇବଲର ଅର୍ଥ ବା ଟଙ୍କା)

ମୂର୍ତ୍ତି ଓ ନାମ

“ଛବି ଓ ନାମ”