Door43-Catalog_or_tn/LUK/20/15.md

2.0 KiB

(ଯୀଶୁ ଆପଣା ଦୃଷ୍ଟାନ୍ତ ଦେଇ ଆସୁଅଛନ୍ତି।)

ସେମାନେ ତାଙ୍କୁ ଦ୍ରାକ୍ଷାକ୍ଷେତ୍ରର ବାହାରେ ପକାଇ ବଧ କଲେ

“ଦ୍ରାକ୍ଷାକ୍ଷେତ୍ରର କୃଷକମାନେ ପୁତ୍ରଙ୍କୁ ଦ୍ରାକ୍ଷାକ୍ଷେତ୍ରର ବାହାରେ ଯିବା ନିମନ୍ତେ ବାଧ୍ୟ କଲେ”

ଅତଏବ, ଦ୍ରାକ୍ଷାକ୍ଷେତ୍ରର କର୍ତ୍ତା ସେମାନଙ୍କ ପ୍ରତି କଅଣ କରିବେ?

ଯୀଶୁ ଏହି ପ୍ରଭାବିତ ପ୍ରଶ୍ନ ଆପଣା ଶ୍ରୋତାଗଣଙ୍କର ଧ୍ୟାନ ଆକର୍ଷଣ କରିବା ନିମନ୍ତେ ବ୍ୟବହାର କଲେ ଯେ, ଦ୍ରାକ୍ଷାକ୍ଷେତ୍ରର କର୍ତ୍ତା କଅଣ କରିବେ। ଏହା ଏକ ଆଦେଶ ରୂପେ ଏହିପରି ଅନୁବାଦ କରାଯାଇପାରେ: “ଅତଏବ, ଶୁଣ ଦ୍ରାକ୍ଷାକ୍ଷେତ୍ରର କର୍ତ୍ତା ସେମାନଙ୍କ ପ୍ରତି କଅଣ କରିବେ।” (ଦେଖନ୍ତୁ: ପ୍ରଭାବିତ ପ୍ରଶ୍ନ)

ତାହା ନ ହେଉ!

“ଏହା ହେବା ନିମନ୍ତେ ଈଶ୍ୱର ନିବାରଣ କରନ୍ତୁ!” କିମ୍ବା “ଏହା କେବେହେଁ ନ ହେଉ!” ଲୋକମାନେ ଏହି ଦୃଷ୍ଟାନ୍ତର ଭାବ ବୁଝିପାରିଲେ ଯେ, ଈଶ୍ୱର ସେମାନଙ୍କୁ ଯିରୁଶାଲମଠାରୁ ବାହାର କରିଦେବେ କାରଣ ସେମାନେ ଖ୍ରୀଷ୍ଟଙ୍କୁ ଅଗ୍ରାହ୍ୟ କଲେ। ସେମାନେ ଦୃଢ଼ଭାବରେ ଆପଣା ଇଚ୍ଛାକୁ ବ୍ୟକ୍ତ କଲେ ଯେ, ଏହି ଭୟଙ୍କର ବିଷୟ ନ ହେଉ।