Door43-Catalog_or_tn/LUK/20/09.md

2.0 KiB

ଗୋଟିଏ ଦ୍ରାକ୍ଷାକ୍ଷେତ୍ର କରି ତାହା କୃଷକମାନଙ୍କୁ ଭାଗରେ ଦେଇ

“ଦ୍ରାକ୍ଷାକ୍ଷେତ୍ରର କେତେକ କୃଷକମାନଙ୍କୁ ଅର୍ଥ(ଟଙ୍କା) ପରିବର୍ତ୍ତେ ଏହା ବ୍ୟବହାର କରିବା ନିମନ୍ତେ ଅନୁମତି ଦେଇ” କିମ୍ବା “ଦ୍ରାକ୍ଷାକ୍ଷେତ୍ରର କେତେକ କୃଷକମାନଙ୍କୁ ଏହା ବ୍ୟବହାର କରି ପରେ ତାହାଙ୍କୁ ପରିଶୋଧ କରିବା ନିମନ୍ତେ ଅନୁମତି ଦେଇ”

ଦ୍ରାକ୍ଷାକ୍ଷେତ୍ରର କୃଷକମାନଙ୍କୁ

ଏହି ଲୋକମାନେ ଦ୍ରାକ୍ଷାକ୍ଷେତ୍ର କରି ଦ୍ରାକ୍ଷାଫଳ ଉତ୍ପନ୍ନ କରନ୍ତି। ଏହା ଏହିପରି ଅନୁବାଦ କରାଯାଇପାରେ “ଦ୍ରାକ୍ଷାଫଳର କୃଷକମାନେ”

ଦ୍ରାକ୍ଷାକ୍ଷେତ୍ରର ଫଳରୁ

“ଦ୍ରାକ୍ଷାଫଳରୁ କିଛି” କିମ୍ବା “ଦ୍ରାକ୍ଷାକ୍ଷେତ୍ରରେ ସେମାନେ ଯାହା ଉତ୍ପନ୍ନ କଲେ ସେଥି ମଧ୍ୟରୁ କିଛି”। ଏହା ଦ୍ରାକ୍ଷାଫଳରୁ ତିଆରି ଜିନିଷ କିମ୍ବା ଦ୍ରାକ୍ଷାଫଳକୁ ବିକ୍ରୟ କରି ସେଥିରୁ ପାଇଥିବା ଅର୍ଥ(ଟଙ୍କା) ମଧ୍ୟ ଦର୍ଶାଏ।

ତାହାକୁ ଶୂନ୍ୟହସ୍ତରେ ଫେରାଇଦେଲେ

ଏହା ଏହିପରି ଅନୁବାଦ କରାଯାଇପାରେ “ତାହାକୁ କିଛି ନ ଦେଇ ତାହାକୁ ଫେରାଇଦେଲେ” କିମ୍ବା “ଦ୍ରାକ୍ଷାଫଳ ବିନା ତାହାକୁ ଫେରାଇଦେଲେ”।