Door43-Catalog_or_tn/LUK/20/07.md

1.5 KiB

ଆଉ ସେମାନେ ଉତ୍ତର ଦେଲେ

“ପ୍ରଧାନ ଯାଜକ ଓ ପ୍ରଚୀନମାନେ ଉତ୍ତର ଦେଲେ”

ଏହା ଜାଣନ୍ତି ନାହିଁ ବୋଲି ସେମାନେ ଉତ୍ତର ଦେଲେ

କେତେକ ଭାଷାରେ ପ୍ରତ୍ୟକ୍ଷ ଉକ୍ତିରେ ପସନ୍ଦ କରିପାରନ୍ତି। “ସେମାନେ କହିଲେ, ‘ଆମ୍ଭେମାନେ ଜାଣି ନାହୁଁ’ ” (ଦେଖନ୍ତୁ: କଥନର ଉଦ୍ଧୃତି)

ଏହା କେଉଁଠାରୁ ହେଲା

“ଯୋହନଙ୍କ ବାପ୍ତିସ୍ମ କେଉଁଠାରୁ ହେଲା”। ଏହା ଏହିପରି ଅନୁବାଦ କରାଯାଇପାରେ “ଯୋହନଙ୍କ ବାପ୍ତିସ୍ମ ଦେବା ଅଧିକାର କେଉଁଠାରୁ ହେଲା” କିମ୍ବା “ଲୋକମାନଙ୍କୁ ବାପ୍ତିସ୍ମ ଦେବା ନିମନ୍ତେ ଯୋହନଙ୍କୁ କିଏ ଅଧିକାର ଦେଲା”।

ମୁଁ ମଧ୍ୟ ତୁମ୍ଭମାନଙ୍କୁ କହିବି ନାହିଁ

ଏହା ଏହିପରି ଅନୁବାଦ କରାଯାଇପାରେ “ଆଉ ମୁଁ ତୁମ୍ଭମାନଙ୍କୁ କହିବି ନାହିଁ” କିମ୍ବା “ଯେପରି ତୁମ୍ଭେ ମୋତେ କହିଲ ନାହିଁ, ମୁଁ ତୁମ୍ଭମାନଙ୍କୁ କହିବି ନାହିଁ”।