Door43-Catalog_or_tn/LUK/20/03.md

1.4 KiB

ସେ ସେମାନଙ୍କୁ ଉତ୍ତର ଦେଇ କହିଲେ

“ଯୀଶୁ ଉତ୍ତର ଦେଲେ”

ଯୋହନଙ୍କର ବାପ୍ତିସ୍ମ ସ୍ୱର୍ଗରୁ ନା ମନୁଷ୍ୟଠାରୁ ହେଲା?

ଏହା ଏହିପରି ଅନୁବାଦ କରାଯାଇପାରେ “ଲୋକମାନଙ୍କୁ ବାପ୍ତିସ୍ମ ଦେବା ନିମନ୍ତେ ଯୋହନଙ୍କର ଅଧିକାର ସ୍ୱର୍ଗରୁ ନା ମନୁଷ୍ୟଠାରୁ ହେଲା?” କିମ୍ବା “କଅଣ ଯୋହନଙ୍କୁ ଈଶ୍ୱର କହିଲେ ଲୋକମାନଙ୍କୁ ବାପ୍ତିସ୍ମ ଦେବା ନିମନ୍ତେ, କିମ୍ବା ତାହାଙ୍କୁ ଲୋକମାନେ କହିଲେ ଏହା କରିବା ନିମନ୍ତେ?”

ସ୍ୱର୍ଗରୁ

“ଈଶ୍ୱରଙ୍କ ଠାରୁ”। ଯିହୁଦୀ ଲୋକମାନେ ନାମ “ଯିହୋବା” ଦ୍ୱାରା ଈଶ୍ୱରଙ୍କୁ ଦର୍ଶାଇବାକୁ ନିବାରଣ କରୁଥିଲେ। ବେଳେବେଳେ ସେମାନେ ତାହାଙ୍କୁ ଦର୍ଶାଇବା ନିମନ୍ତେ “ସ୍ୱର୍ଗ” ଶବ୍ଦ ବ୍ୟବହାର କରୁଥିଲେ। (ଦେଖନ୍ତୁ: ଲାକ୍ଷଣିକ ଶବ୍ଦ)