Door43-Catalog_or_tn/LUK/19/47.md

638 B

ମନ୍ଦିରରେ

“ମନ୍ଦିର ପ୍ରାଙ୍ଗଣରେ” କିମ୍ବା “ମନ୍ଦିର ମଧ୍ୟରେ”

ପ୍ରଧାନ ଯାଜକମାନେ

“ଉଚ୍ଚତମ ସ୍ତରର ଯାଜକମାନେ” କିମ୍ବା “ଅତ୍ୟଧିକ ଗୁରୁତ୍ୱପୂର୍ଣ୍ଣ ଯାଜକମାନେ”

ଏକାଗ୍ର ଚିତ୍ତରେ ତାହାଙ୍କ କଥା ଶୁଣୁଥିବାରୁ

“ଯୀଶୁ ଯାହା କହୁଥିଲେ ତାହା ସମ୍ପୂର୍ଣ୍ଣ ରୂପେ ଧ୍ୟାନ ଦେଉଥିଲେ”