Door43-Catalog_or_tn/LUK/19/39.md

1.4 KiB

ଆପଣଙ୍କ ଶିଷ୍ୟମାନଙ୍କୁ ଧମକ ଦିଅନ୍ତୁ

ଏହା ଏହିପରି ଅନୁବାଦ କରାଯାଇପାରେ “ଆପଣଙ୍କ ଶିଷ୍ୟମାନଙ୍କୁ କୁହନ୍ତୁ ଏହିସବୁ ବିଷୟ କରିବା ବନ୍ଦ କରନ୍ତୁ।”

ମୁଁ ତୁମ୍ଭମାନଙ୍କୁ କହୁଅଛି

ଯୀଶୁ ପରେ ଯାହା କହିବେ ତାହା ବର୍ଣ୍ଣନା କରିବା ନିମନ୍ତେ ଏହା କହିଲେ।

ଏମାନେ ତୁନି ହୋଇ ରହିଲେ

ଏହା ଏକ ପରିକଳ୍ପିତ ପରିସ୍ଥିତି ଅଟେ। (ଦେଖନ୍ତୁ: ପରିକଳ୍ପିତ ପରିସ୍ଥିତି) କେତେକ ଅନୁବାଦକ ଏହା ସ୍ପଷ୍ଟ କରିବାକୁ ଆବଶ୍ୟକ ମନେ କରନ୍ତି ଯାହା ଯୀଶୁ ସ୍ପଷ୍ଟ କରୁଥିଲେ ଯେତେବେଳେ ସେ ଏହା କହିଲେ “ନା, ମୁଁ ସେମାନଙ୍କୁ ଧମକ ଦେବି ନାହିଁ, ଯଦି ଏହି ଲୋକମାନେ ତୁନି ହେବେ…” (ଦେଖନ୍ତୁ: ସ୍ପଷ୍ଟ ଓ ଅବ୍ୟକ୍ତ ସୂଚନା)

ପଥରଗୁଡାକ ପାଟି କରିବେ

“ପଥରଗୁଡାକ ପ୍ରଶଂସା କରିବେ”