Door43-Catalog_or_tn/LUK/19/32.md

1.2 KiB

ପ୍ରେରିତ ଲୋକେ

ଏହା ଏହିପରି ପ୍ରତ୍ୟକ୍ଷ କ୍ରିୟାରେ ଅନୁବାଦ କରାଯାଇପାରେ: “ଯୀଶୁ ଯେଉଁମାନଙ୍କୁ ପ୍ରେରଣ କରିଥିଲେ” କିମ୍ବା “ଦୁଇ ଶିଷ୍ୟ ଯାହାଙ୍କୁ ଯୀଶୁ ପ୍ରେରଣ କରିଥିଲେ” (ଦେଖନ୍ତୁ: ପ୍ରତ୍ୟକ୍ଷ ବା ପରୋକ୍ଷ)।

ଗଧ ଛୁଆ ଉପରେ ଆପଣା ଆପଣା ଲୁଗା ପକାଇ ଦେଲେ

“ଯୁବା ଗଧ ଉପରେ ଆପଣା ଆପଣା ପକାଇ ଦେଲେ” ବସ୍ତ୍ର ହେଉଛି ଲୁଗା। ଏହି ଘଟଣାରେ ସେମାନଙ୍କ ବାହାର ବସ୍ତ୍ର ବା ଆବରଣକୁ ଦର୍ଶାଏ।

ସେମାନେ ଆପଣା ଆପଣା ଲୁଗା ବିଛାଇଦେଲେ

ଏହା ଏହିପରି ଅନୁବାଦ କରାଯାଇପାରେ “ଲୋକମାନେ ଆପଣା ଆପଣା ଲୁଗା ବିଛାଇଦେଲେ” କିମ୍ବା “ଅନ୍ୟମାନେ ଆପଣା ଆପଣା ଆବରଣ ବିଛାଇଦେଲେ” (ୟୁଡିବୀ)।