Door43-Catalog_or_tn/LUK/19/29.md

1.4 KiB

ଏହା ଏହିପରି ହେଲା

ଏହି ବାକ୍ୟାଂଶ କାହାଣୀର ଏକ ନୂତନ ଅଂଶକୁ ଆରମ୍ଭ କରିବାର ଚିହ୍ନକୁ ଦର୍ଶାଇବା ନିମନ୍ତେ ବ୍ୟବହାର କରାଯାଇଛି। ଯଦି ଆପଣଙ୍କ ଭାଷାରେ ଏହିପରି କରିବାର ଶୈଳୀ ଅଛି ଆପଣାମାନେ ଏଠାରେ ତାହାକୁ ବ୍ୟବହାର କରିବା ନିମନ୍ତେ ଚିନ୍ତା କରିପାରନ୍ତି।

ଯେତେବେଳେ ସେ ପାର୍ଶ୍ୱସ୍ଥ

ଏହି ଶବ୍ଦ “ସେ” ଯୀଶୁଙ୍କୁ ଦର୍ଶାଏ। ତାହାଙ୍କ ଶିଷ୍ୟମାନେ ତାହାଙ୍କ ସହିତ ଯାତ୍ରା କରୁଥିଲେ।

ବେଥ୍‌ଫାଗୀ

ବେଥ୍‌ଫାଗୀ ଜୀତ ପର୍ବତ ଉପରେ ଏକ ଗ୍ରାମ ଥିଲା। ଯାହା ଯିରୁଶାଲମ ଠାରୁ କିଦ୍ରୋଣ ଉପତ୍ୟକାର ଆରପାଖେ ଅବସ୍ଥିତ।

ସେହି ପର୍ବତର ନାମ ଜୀତ

“ସେହି ପାହାଡ଼ ଯାହାକୁ ଜୀତ ପର୍ବତ ବୋଲି କୁହାଯାଏ” କିମ୍ବା “ସେହି ପାହାଡ଼ ଯାହା ଜୀତ ଗଛ ପର୍ବତ ବୋଲି କହନ୍ତି।”