Door43-Catalog_or_tn/LUK/19/28.md

710 B

ସେ ଏହି ସମସ୍ତ କଥା କହି

ଏହି ଶବ୍ଦ “ସେ” ଯୀଶୁଙ୍କୁ ଦର୍ଶାଏ, ପୂର୍ବବର୍ତ୍ତୀ ଦୃଷ୍ଟାନ୍ତର ରାଜାଙ୍କୁ ନୁହେଁ। କେତେକ ସଂସ୍କରଣରେ ଏହିପରି ଅନୁବାଡ଼ କରି ସ୍ପଷ୍ଟ କରାଯାଇଛି “ଯୀଶୁ ଏହି ସମସ୍ତ କଥା କହି”

ଯିରୁଶାଲମ ଆଡେ ଯାତ୍ରା କରିବାକୁ ଲାଗିଲେ

ଯିରିହୋ ଠାରୁ ଯିରୁଶାଲମ ସମୁଦ୍ର ପତ୍ତନର ପ୍ରାୟ ୯୭୫ ମିଟର୍ ଉଚ୍ଚ।