Door43-Catalog_or_tn/LUK/19/26.md

2.1 KiB

(ଯୀଶୁ ଆପଣା ଦୃଷ୍ଟାନ୍ତ କହି ଆସୁଅଛନ୍ତି।)

ମୁଁ ତୁମ୍ଭମାନଙ୍କୁ କହୁଅଛି

ଏହା ଏକ ରାଜା କହୁଥିଲେ। କେତେକ ଅନୁବାଦକ ଏହି ପଦକୁ ଆରମ୍ଭ କରିବାକୁ ଇଚ୍ଛା କରିବେ “ଆଉ ରାଜା ଉତ୍ତର ଦେଲେ, ‘ମୁଁ ତୁମ୍ଭମାନଙ୍କୁ କହୁଅଛି’ ” କିମ୍ବା “କିନ୍ତୁ ରାଜା କହିଲେ ‘ଏହା ମୁଁ ତୁମ୍ଭ କହୁଅଛି’ ” (ୟୁଡିବୀ)।

ଯେକୌଣସି ଲୋକର ଅଛି

ଏହା ଏହିପରି ଅନୁବାଦ କରାଯାଇପାରେ “ପ୍ରତ୍ୟେକ ଜଣ ଯାହାକୁ ଦିଆଯାଇଅଛି ତାହା ଭଲରୂପେ ବ୍ୟବହାର କରେ” କିମ୍ବା “ପ୍ରତ୍ୟେକ ଜଣ ଯାହାକୁ ମୁଁ ଦେଇଅଛି ତାହା ଭଲରୂପେ ବ୍ୟବହାର କରେ”

ଅଧିକ ଦିଆଯିବ

ଏହା ଏହିପରି ପ୍ରତ୍ୟକ୍ଷ କ୍ରିୟାରେ ଅନୁବାଦ କରାଯାଇପାରେ: “ମୁଁ ତାହାକୁ ଅଧିକ ଦେବି”। (ଦେଖନ୍ତୁ: ପ୍ରତ୍ୟକ୍ଷ ବା ପରୋକ୍ଷ)

ଯାହାର ନାହିଁ

ଏହା ଏହିପରି ଅନୁବାଦ କରାଯାଇପାରେ “ଯେଉଁ ବ୍ୟକ୍ତିକୁ ଦିଆଯାଇଛି ତାହା ସେ ଭଲରୂପେ ବ୍ୟବହାର କରେ ନାହିଁ।”

ମୋର ଏହି ଶତ୍ରୁମାନେ

ଯେହେତୁ ଶତ୍ରୁମାନେ ସେଠାରେ ନ ଥିଲେ କେତେକ ଅନୁବାଦ ଏହା କହନ୍ତି “ମୋହର ସେହି ଶତ୍ରୁମାନେ”।

(ଏହା ଦୃଷ୍ଟାନ୍ତର ଶେଷ ଅଟେ ଓ ଜଖିୟଙ୍କ ଘରେ ଆଲୋଚନାର ଶେଷ ଅଟେ) ।