Door43-Catalog_or_tn/LUK/19/24.md

692 B

(ଯୀଶୁ ଆପଣା ଦୃଷ୍ଟାନ୍ତ କହି ଆସୁଅଛନ୍ତି।)

କୁଳୀନବ୍ୟକ୍ତି

କୁଳୀନବ୍ୟକ୍ତି ରାଜି ହେଲେ । ଏକ ଶବ୍ଦ ସହ ଅନୁବାଦ କର ଯେଉଁ ଶବ୍ଦ ଦ୍ୱାରା ପାଠକମାନେ ସ୍ପଷ୍ଟ ହୋଇପାରିବେ।

ସେ ପାଖରେ ଠିଆ ହୋଇଥିବା

“ଯେଉଁ ଲୋକମାନେ ସେମାନଙ୍କ ନିକଟରେ ଠିଆ ହୋଇଥିଲେ”

ମୋହର

ଦେଖନ୍ତୁ କିପରି ଆପଣମାନେ ୧୯:୧୩ ରେ ଅନୁବାଦ କଲେ।