Door43-Catalog_or_tn/LUK/19/16.md

828 B

(ଯୀଶୁ ଆପଣା ଦୃଷ୍ଟାନ୍ତ କହି ଆସୁଅଛନ୍ତି।)

ପ୍ରଥମ ଜଣକ

“ପ୍ରଥମ ଦାସ”

ତାହାଙ୍କ ନିକଟକୁ ଆସିଲା

ଏହି ଶବ୍ଦ “ତାହାଙ୍କ” କୁଳୀନବ୍ୟକ୍ତିଙ୍କୁ ଦର୍ଶାଏ।

ମୋହର

ଦେଖନ୍ତୁ ଆପଣମାନେ କିପରି ଏହା ୧୯:୧୩ ରେ ଅନୁବାଦ କଲେ।

ବେଶ୍ ଉତ୍ତମ ଦାସ

“ତୁମ୍ଭେମାନେ ଭଲ କାମ କରିଅଛ” ଆପଣଙ୍କ ଭାଷାରେ ଏହି ବାକ୍ୟାଂଶ ଥାଇପାରେ, ଯେ ଏକ ଦାସର ଅନୁମୋଦନ ଦେଖାଇବା ନିମନ୍ତେ ବ୍ୟବହାର ହୁଏ