Door43-Catalog_or_tn/LUK/19/13.md

2.3 KiB

(ଯୀଶୁ ଆପଣ ଦୃଷ୍ଟାନ୍ତ କହି ଆସୁଅଛନ୍ତି)।

ସେ ଡାକିଲେ

ଏହି ଶବ୍ଦ “ସେ” କୁଳୀନବ୍ୟକ୍ତିଙ୍କୁ ଦର୍ଶାଏ।

ସେମାନଙ୍କୁ ଦଶ ଗୋଟି ମୋହର ଦେଇ

ଏହା ଏହିପରି ଅନୁବାଦ କରାଯାଇପାରେ “ସେମାନଙ୍କ ମଧ୍ୟରୁ ପ୍ରତ୍ୟେକଙ୍କୁ ଗୋଟିଏ ଲେଖାଏଁ ମୋହର ଦେଇ”।

ଦଶ ଗୋଟି ମୋହର

ଏହା ଏହିପରି ଅନୁବାଦ କରାଯାଇପାରେ “ଦଶ ଗୋଟି ମୂଲ୍ୟବାନ ମୁଦ୍ରା” କିମ୍ବା “ଏକ ବହୁତ ପରିମାଣର ଧନ(ଟଙ୍କା)”। ପ୍ରତ୍ୟେକ ମୁଦ୍ରାର ମୂଲ୍ୟ ହେଲା ଯାହା, କେହିଜଣେ ଚାରି ମାସର ହିସାବ ଦତ୍ତ କରିଦେଇଛନ୍ତି।
(ଦେଖନ୍ତୁ: ବାଇବଲର ସମୟ)

ବେପାର କର

ଏହା ଏହିପରି ଅନୁବାଦ କରାଯାଇପାରେ “ଏହି ଧନକୁ ବ୍ୟପାର କର” କିମ୍ବା “ଅଧିକ ଲାଭ କରିବା ନିମନ୍ତେ ଏହି ଧନକୁ ବ୍ୟବହାର କର”

ତାଙ୍କ ଦେଶବାସୀମାନେ

“ତାହାଙ୍କ ଦେଶର ଲୋକମାନେ”

ଦୂତ

“ପ୍ରତିନିଧି” କିମ୍ବା “ବାର୍ତ୍ତାବାହକ”

ଆଉ ଏହା ହେଲା

ଏହି ବାକ୍ୟାଂଶ କାହାଣୀର ଏକ ବିଶେଷ ଘଟଣାକୁ ଚିହ୍ନିତ କରିବା ନିମନ୍ତେ ବ୍ୟବହାର କରାଯାଇଛି। ଯଦି ଆପଣଙ୍କ ଭାଷାରେ ଯଦି ଏହିପରି କରିବାର ଶୈଳୀ ଅଛି ଏଠାରେ ଆପଣ ତାହା ବ୍ୟବହାର କରିବା ନିମନ୍ତେ ଚିନ୍ତା କରିପାରନ୍ତି।

ରାଜପଦ ପ୍ରାପ୍ତ ହୋଇ

“ସେ ରାଜା ହେଲା ପରେ”

କିଏ କେତେ ଲାଭ କରିଅଛି

“କେତେ ଅର୍ଥ ସେମାନେ ଲାଭ କରିଅଛନ୍ତି”