Door43-Catalog_or_tn/LUK/19/11.md

1.2 KiB

ଈଶ୍ୱରଙ୍କ ରାଜ୍ୟ ଅତି ଶିଘ୍ର ପ୍ରକାଶ ପାଇବ

“ଈଶ୍ୱରଙ୍କ ରାଜ୍ୟରେ ଯୀଶୁ ଅତି ଶୀଘ୍ର ରାଜ୍ୟ କରିବା ଆରମ୍ଭ କରିବେ”

ଜଣେ କୁଳୀନ ବ୍ୟକ୍ତି

“ଜଣେ ବ୍ୟକ୍ତି ଯେ ଶାସନକର୍ତ୍ତାମାନଙ୍କର ଏକ ସଦସ୍ୟ ଥିଲେ” କିମ୍ବା “ଜଣେ ବ୍ୟକ୍ତି ଯେ ଏକ ମହତ୍ୱପୂର୍ଣ୍ଣ ପରିବାରର ଥିଲେ”। ଏହା ଏହିପରି ମଧ୍ୟ ଅନୁବାଦ କରାଯାଇପାରେ “ଏକ ମହତ୍ୱପୂର୍ଣ୍ଣ ବ୍ୟକ୍ତି” କିମ୍ବା “ଏକ ଉଚ୍ଚପଦସ୍ଥ ବ୍ୟକ୍ତି”।

ଆପଣା ନିମନ୍ତେ ରାଜପଦ ପ୍ରାପ୍ତ ହେବା ନିମନ୍ତେ

“ରାଜା ହେବା ନିମନ୍ତେ” କିମ୍ବା “ଯେଉଁ ଦେଶରେ ସେ ବାସ କରୁଅଛନ୍ତି ସେହି ଦେଶର ରାଜା ହେବା ନିମନ୍ତେ”।