Door43-Catalog_or_tn/LUK/19/08.md

1.6 KiB
Raw Permalink Blame History

ପ୍ରଭୁ

ଏହା ଯୀଶୁଙ୍କୁ ଦର୍ଶାଏ।

ଏହି ଗୃହରେ ପରିତ୍ରାଣ ଉପସ୍ଥିତ ହୋଇଅଛି

ଏହି ସାରାଂଶର ନାମ “ପରିତ୍ରାଣ” ଏହିପରି କ୍ରିୟାରେ ଅନୁବାଦ କରାଯାଇପାରେ “ରକ୍ଷା”: “ଯୀଶୁ ଏହି ଗୃହର ପରିଜନ ସମସ୍ତଙ୍କୁ ରକ୍ଷା କଲେ” (ୟୁଡିବୀ)। (ଦେଖନ୍ତୁ: ସାରାଂଶର ନାମ)

ଏହି ଗୃହରେ

ଏହି ଶବ୍ଦ “ଗୃହ” ଏଠାରେ ଘରେ ବା ପରିବାରରେ ବାସ କରୁଥିବା ଲୋକମାନଙ୍କୁ ଦର୍ଶାଏ। (ଦେଖନ୍ତୁ: ଲାକ୍ଷଣିକ ଶବ୍ଦ)

ସେ ମଧ୍ୟ

“ଏହି ଲୋକ ମଧ୍ୟ” କିମ୍ବା “ଜଖିୟ ମଧ୍ୟ”

ଅବ୍ରହାମଙ୍କ ସନ୍ତାନ

ସମ୍ଭାବନା ଅର୍ଥ ଗୁଡ଼ିକ ହେଲା ୧) “ଅବ୍ରହାମଙ୍କ ବଂଶଜ” ଏବଂ ) “ଯେଉଁ ବ୍ୟକ୍ତିଙ୍କ ଠାରେ ବିଶ୍ୱାସ ଅଛି ଯେପରି ଅବ୍ରହାମ କଲେ”।

ଯେଉଁ ଲୋକ ହୋଜିଅଛି

“ଯେଉଁ ଲୋକ ଈଶ୍ୱରଙ୍କ ଠାରୁ ଦୂରକୁ ପଳାୟନ କରିଅଛି” କିମ୍ବା “ଯେଉଁମାନେ ପାପ କରିବା ଦ୍ୱାରା ଈଶ୍ୱରଙ୍କ ଠାରୁ ଦୂରକୁ ପଳାୟନ କରିଅଛନ୍ତି”