Door43-Catalog_or_tn/LUK/19/05.md

688 B

ସେସ୍ଥାନକୁ

“ସେ ଗଛକୁ” କିମ୍ବା “ଯେଉଁଠାରେ ଜଖିୟ ଥିଲା”

ସେ ଜଣେ ପାପୀ ଲୋକ ଘରେ ରହିବାକୁ ଗଲାଣି

“ଯୀଶୁ ଜଣେ ପାପୀ ଲୋକ ଘରେ ତାହାକୁ ସାକ୍ଷାତ୍ କରିବାକୁ ଗଲାଣି”

ଜଣେ ପାପୀ ଲୋକ

“ସ୍ପଷ୍ଟ ଭାବରେ ଜଣେ ପାପୀ ଲୋକ” କିମ୍ବା “ପ୍ରକୃତରେ ଜଣେ ପାପୀ ଲୋକ” (ୟୁଡିବୀ) କିମ୍ବା “ପୂରାପୂରି ଭାବରେ ଜଣେ ପାପୀ ଲୋକ”