Door43-Catalog_or_tn/LUK/19/01.md

471 B

ଆଉ ଦେଖ, ଜଣେ ଲୋକ ସେଠାରେ ଥିଲେ

ଏହି ଶବ୍ଦ “ଆଉ ଦେଖ” କାହାଣୀର ଏକ ନୂତନ ବ୍ୟକ୍ତିର ପରିଚୟ କରାଏ। ଆପଣଙ୍କ ଭାଷାରେ ଏହିପରି କରିବାର କୌଣସି ଶୈଳୀ ଥାଇପାରେ। ଇଂରାଜୀ ବ୍ୟବହାର କରେ “ସେଠାରେ ଜଣେ ଲୋକ ଥିଲେ ଯିଏ…”