Door43-Catalog_or_tn/LUK/18/42.md

895 B

ତୁମ୍ଭର ବିଶ୍ୱାସ ତୁମ୍ଭକୁ ସୁସ୍ଥ କରିଅଛି

ଏହା ଏହିପରି ଅନୁବାଦ କରାଯାଇପାରେ “ମୁଁ ତୁମ୍ଭକୁ ସୁସ୍ଥ କରିଅଛି କାରଣ ତୁମ୍ଭେ ମୋ' ଠାରେ ବିଶ୍ୱାସ କଲ।”

ଆଉ ତାହାଙ୍କ ପଛେ ପଛେ ଚାଲିବାକୁ ଲାଗିଲା

ଏହା ଏହିପରି ଅନୁବାଦ କରାଯାଇପାରେ “ଆଉ ତାହାଙ୍କ ପଛେ ପଛେ ଚାଲିବାକୁ ଆରମ୍ଭ କଲା”

ଈଶ୍ୱରଙ୍କ ମହିମା କୀର୍ତ୍ତନ କରୁ କରୁ

“ଈଶ୍ୱରଙ୍କୁ ଗୌରବ ଦେଉ ଦେଉ” କିମ୍ବା “ଈଶ୍ୱରଙ୍କ ପ୍ରଶଂସା କରୁ କରୁ” (ୟୁଡିବୀ)