Door43-Catalog_or_tn/LUK/18/38.md

1.0 KiB

ଉଚ୍ଚ ସ୍ୱରରେ କହିଲା

“ଡାକି କହିଲା” କିମ୍ବା “ଚିତ୍କାର କରି କହିଲା”

ହେ ଦାଉଦସନ୍ତାନ

ଦାଉଦ ଇସ୍ରାଏଲର ଏକ ଅତି ମହତ୍ୱପୂର୍ଣ୍ଣ ରାଜା ଥିଲେ, ଯୀଶୁ ତାହାଙ୍କ ବଂଶଜ ଥିଲେ।

ମୋତେ ଦୟା କରନ୍ତୁ

“ଆପଣା ଦୟା ମୋତେ ଦେଖାନ୍ତୁ” କିମ୍ବା “ଆପଣା ଅନୁକମ୍ପା ମୋତେ ଦେଖନ୍ତୁ”

କେତେ ଜଣ

“ଲୋକମାନେ”

ତୁନି ହୁଅ

“ଶାନ୍ତ ହୁଅ” କିମ୍ବା “ଚିତ୍କାର କର ନାହିଁ”

ଆହୁରି ଅଧିକ ଉଚ୍ଚ ସ୍ୱରରେ କହିବାକୁ ଲାଗିଲା

ଏହାର ଅର୍ଥ ହୋଇପାରେ, ସେ ଉଚ୍ଚ ସ୍ୱରରେ କହିଲା କିମ୍ବା ସେ ଅବିରତ ଭାବେ କହିଲା।