Door43-Catalog_or_tn/LUK/18/35.md

1.3 KiB

ନିକଟବର୍ତ୍ତୀ ହେବା

“ନିକଟକୁ ଯିବା”

ଜଣେ ଅନ୍ଧ ବସିଥିଲା

“ସେଠାରେ ଜଣେ ଅନ୍ଧ ବ୍ୟକ୍ତି ବସିଥିଲା”। ଏଠାରେ “ଜଣେ” ଅର୍ଥାତ୍ କାହାଣୀରେ କେବଳ ସେହି ବ୍ୟକ୍ତି ହିଁ ମହତ୍ୱପୂର୍ଣ୍ଣ ଅଟେ କିନ୍ତୁ ତାହାର ନାମ ଦିଆଯାଇ ନାହିଁ।

ଭିକ୍ଷା କରୁଥିଲା; ଆଉ ଶୁଣିଲା

ଏହା ଏହିପରି ଦୁଇଟି ବାକ୍ୟରେ ଅନୁବାଦ କରାଯାଇପାରେ: “ଭିକ୍ଷା କରୁଥିଲା। ଯେତେବେଳେ ସେ ଶୁଣିଲା।”

ସେମାନେ ତାହାକୁ କହିଲେ

ଲୋକସମୂହର ଲୋକମାନେ ସେହି ଅନ୍ଧ ବ୍ୟକ୍ତିକୁ କହିଲେ।

ନାଜରିତୀୟ ଯୀଶୁ

ଯୀଶୁ ନାଜରିତ ନାମକ ନଗରରୁ ଅସିଥିଲେ ଯାହା ଗାଲିଲୀ ଅଞ୍ଚଳରେ ଅବସ୍ଥିତ।

ଏହି ବାଟ ଦେଇ ଯାଉଅଛନ୍ତି

“ତାହା ପାଖ ଦେଇ ଯାଉଅଛନ୍ତି”