Door43-Catalog_or_tn/LUK/18/31.md

1.3 KiB

ଦେଖ

ଯୀଶୁ ଶେଷ ଥର ନିମନ୍ତେ ଯିରୁଶାଲମକୁ ଯିବା ରୂପେ ତାହାଙ୍କ ସେବାକାର୍ଯ୍ୟର ଏକ ଗୁରୁତ୍ୱପୁର୍ଣ୍ଣ ପରିବର୍ତ୍ତନକୁ ଇଙ୍ଗିତ କରେ।

ଭାବବାଦୀମାନଙ୍କ

ଏହା ପୁରାତନ ନିୟମର ଭାବବାଦୀମାନଙ୍କୁ ଦର୍ଶାଏ।

ସଫଳ ହେବ

“ଘଟିବ” କିମ୍ବା “ସଂଘଟିତ ହେବ”

ମନୁଷ୍ୟପୁତ୍ର

ଯୀଶୁ ଆପଣାକୁ କହୁଥିଲେ ଯେପରି “ମନୁଷ୍ୟପୁତ୍ର” ଆଉ “ସେ” ର ବ୍ୟବହାର ଆପଣାକୁ ଦର୍ଶାଏ।

ତୃତୀୟ ଦିବସରେ

ଏହା ତାହାଙ୍କ ମୃତ୍ୟୁ ପରେ ତୃତୀୟ ଦିବସକୁ ଦର୍ଶାଏ। ତଥାପି, ଯୀଶୁଙ୍କ ଶିଷ୍ୟମାନେ ଏହା ବୁଝିପାରିଲେ ନାହିଁ, ତେଣୁ ଏହି ବର୍ଣ୍ଣନା ସଂଯୁକ୍ତ ନ କରିବା ଉପଯୁକ୍ତ ହେବ, ଯେତେବେଲେ ଏହି ପଦ ଅନୁବାଦ କରାଯାଏ।