Door43-Catalog_or_tn/LUK/18/28.md

1.1 KiB

ଆମ୍ଭେମାନେ ଆପଣା ଆପଣାର ସର୍ବସ୍ୱ

“ଆମ୍ଭମାନଙ୍କର ସମସ୍ତ ଧନ” କିମ୍ବା “ଆମ୍ଭମାନଙ୍କର ସମସ୍ତ ସମ୍ପତ୍ତି”

ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି

ଯୀଶୁ ଯାହା କହିବାକୁ ଯାଉଥିଲେ ତାହାର ମହତ୍ୱକୁ ଗୁରୁତ୍ୱ ଦେବା ନିମନ୍ତେ ଏହି ବକ୍ତବ୍ୟକୁ ବ୍ୟବହାର କଲେ।

ଯେଉଁଲୋକ ପରିତ୍ୟାଗ କରି…ସେ ନ ପାଇବ

ଏହା ସାକାରାତ୍ମକ ଭାବେ ବ୍ୟକ୍ତ କରାଯାଇପାରେ: “ଯେଉଁଜଣ ପରିତ୍ୟାଗ କରିବ…ପାଇବ” (ୟୁଡିବୀ)।

ଓ ପରକାଳରେ ଅନନ୍ତ ଜୀବନ

ଏହା ଏହିପରି ଅନୁବାଦ କରାଯାଇପାରେ “ଓ ପରକାଳରେ ମଧ୍ୟ ଅନନ୍ତ ଜୀବନ”।