Door43-Catalog_or_tn/LUK/18/26.md

1.0 KiB

ଯେଉଁମାନେ ଏହି କଥା ଶୁଣିଲେ

ଏହା ଏହିପରି ଅନୁବାଦ କରାଯାଇପାରେ “ଯେଉଁ ଲୋକମାନେ ଯୀଶୁଙ୍କ କଥା ଶୁଣିଲେ।

ତେବେ କିଏ ପରିତ୍ରାଣ ପାଇପାରେ?

ସମ୍ଭବତଃ ସେମାନେ ଉତ୍ତର ପାଇବା ନିମନ୍ତେ ଏହି ପ୍ରଶ୍ନ ପଚାରିଥିବେ। କିନ୍ତୁ ଏହା ଏକ ପ୍ରଭାବିତ ପ୍ରଶ୍ନ ସଦୃଶ୍ୟ ଅଟେ ଯାହାର ଅର୍ଥ “ତେବେ କେହି ମଧ୍ୟ ପରିତ୍ରାଣ ପାଇ ପାରିବ ନାହିଁ!” (ଦେଖନ୍ତୁ:ପ୍ରଭାବିତ ପ୍ରଶ୍ନ)

ପରିତ୍ରାଣ ପାଇବା

“ପାପରୁ ପରିତ୍ରାଣ ପାଇବା”

ଈଶ୍ୱରଙ୍କର ସାଧ୍ୟ

“ଏହା କରିବା ନିମନ୍ତେ ଈଶ୍ୱରଙ୍କର ସାଧ୍ୟ”