Door43-Catalog_or_tn/LUK/18/22.md

1.1 KiB

ଯୀଶୁ ଏହା ଶୁଣି

“ଆଉ ସେହି ମନୁଷ୍ୟ ଯାହା କହିଲା ତାହା ଶୁଣି”

ସେ ତାଙ୍କୁ କହିଲେ

“ସେ ତାଙ୍କୁ ଉତ୍ତର ଦେଲେ”

ତୁମ୍ଭର ଆଉ ଗୋଟିଏ ବିଷୟ ଊଣା ଅଛି

“ତୁମ୍ଭକୁ ବର୍ତ୍ତମାନ ଆଉ ଗୋଟିଏ ବିଷୟ କରିବାକୁ ପଡ଼ିବ” କିମ୍ବା “ଗୋଟିଏ ବିଷୟ ଯାହା ତୁମ୍ଭେ ଏପର୍ଯ୍ୟନ୍ତ କରି ନାହଁ”

ତୁମ୍ଭେ ଆପଣାର ସର୍ବସ୍ଵ ବିକ୍ରୟ କରି

“ତୁମ୍ଭର ସମସ୍ତ ସମ୍ପତ୍ତି ବିକ୍ରୟ କରି” କିମ୍ବା “ତୁମ୍ଭ ନିଜର ପ୍ରତ୍ୟେକ ବିଷୟ ବିକ୍ରୟ କରି”

ବିତରଣ କର

“ଦିଅ”

ଦରିଦ୍ରମାନଙ୍କୁ ବିତରଣ କରି

“ଦରିଦ୍ର ଲୋକମାନଙ୍କୁ ସମସ୍ତ ଅର୍ଥ(ଟଙ୍କା) ଦେଇଦିଅ”