Door43-Catalog_or_tn/LUK/18/18.md

1.6 KiB

ସଦ୍

“ଶୁଣିବାକୁ ଓ ପାଳନ କରିବାକୁ ଯୋଗ୍ୟ”

ମୁଁ କଅଣ କରିବି

“ମୋହର କଅଣ କରିବା ଆବଶ୍ୟକ” କିମ୍ବା “ମୋ' ନିମନ୍ତେ କଅଣ ଆବଶ୍ୟକ”

ଅଧିକାରୀ

“ନ୍ୟାୟସଙ୍ଗତ ଅଧିକାରୀ ହେବା”। ଏହା ସାଧାରଣତଃ ଯେଉଁ ଜଣକ ମୃତ୍ୟୁବରଣ କରିଛନ୍ତି ତାହାର ସମ୍ପତ୍ତିକୁ ଦର୍ଶାଏ। ଲୁକ ଏହି ଉଦାହରଣକୁ ଏହା ଦର୍ଶାଇବା ନିମନ୍ତେ ବ୍ୟବହାର କରନ୍ତି ଯେ, ସେହି ଅଧ୍ୟକ୍ଷ ଏହା ବୁଝନ୍ତୁ ଯେ ଅନନ୍ତ ଜୀବନ କ୍ରୟ କରାଯାଇପାରେ ନାହିଁ, ଆଉ ପ୍ରତ୍ୟେକ ଜଣ ଅନନ୍ତ ଜୀବନ ପାଇବେ ନାହିଁ। (ଦେଖନ୍ତୁ: ଉଦାହରଣ)

ଜଣଙ୍କ ବିନା, ଅର୍ଥାତ୍ ଈଶ୍ଵରଙ୍କ ବିନା କେହି ସତ୍ ନୁହେଁ

ଏହା ଏହିପରି ଦୁଇଟି ବାକ୍ୟରେ ଅନୁବାଦ କରାଯାଇପାରେ: “କୌଣସି ବ୍ୟକ୍ତି ପ୍ରକୃତରେ ସତ୍ ନୁହେଁ। କେବଳ ଈଶ୍ଵର ହିଁ ସତ୍ ଅଟନ୍ତି।”

ହତ୍ୟା କର ନାହିଁ

“ବଧ କର ନାହିଁ”

ଏହି ସମସ୍ତ ବିଷୟ

“ଏହି ସମସ୍ତ ଆଜ୍ଞାଗୁଡ଼ିକ”