Door43-Catalog_or_tn/LUK/18/11.md

1.3 KiB
Raw Permalink Blame History

(ଯୀଶୁ ଆପଣ ଦୃଷ୍ଟାନ୍ତ ଦେଇ ଆସୁଅଛନ୍ତି)

ଫାରୁଶୀ ଦଣ୍ଡାୟମାନ ହୋଇ ଆପଣା ବିଷୟରେ ଏହି ପ୍ରକାର ପ୍ରାର୍ଥନା କରିବାକୁ ଲାଗିଲା

ଫାରୁଶୀର ତଥ୍ୟ ଗ୍ରୀକ୍ ଅର୍ଥରେ ସ୍ପଷ୍ଟ ନୁହେଁ। ସମ୍ଭାବନା ଅର୍ଥଗୁଡ଼ିକ ହେଲା୧) “ଫାରୁଶୀ ଠିଆ ହୋଇ ଆପଣା ବିଷୟରେ ଏହି ପ୍ରକାରେ ପ୍ରାର୍ଥନା କଲେ” କିମ୍ବା ) “ଫାରୁଶୀ ଆପେ ଉଠିଲା ଓ ପ୍ରାର୍ଥନା କଲା”

ଅତ୍ୟାଚାରୀ

ଏକ ଅତ୍ୟାଚାରୀ ହେଉଛି ଜଣେ ଯିଏ ସେମାନେ ତାହାଙ୍କୁ ଦେବା ନିମନ୍ତେ ଲୋକମାନଙ୍କୁ ବାଧ୍ୟ କରିବା ଦ୍ୱାରା ଜିନିଷଗୁଡ଼ିକ ଚୋରୀ କରେ।

ଉପବାସ

“ଉପବାସ କରିବା” ଉପବାସ ଅର୍ଥାତ୍ ଖାଦ୍ୟ ଭୋଜନ କରିବା ନାହିଁ। ଫାରୁଶୀମାନେ ସପ୍ତାହରେ ଦୁଇ ଥର ଉପବାସ କରୁଥିଲେ।

ଆୟର

“ଲାଭର”