Door43-Catalog_or_tn/LUK/18/09.md

822 B

ପରେ ସେ

“ପରେ ଯୀଶୁ”

କେତେକ

“କେତେକ ଲୋକ”

ଯେଉଁମାନେ ଆପଣା ଆପଣାକୁ ଧାର୍ମିକ ଜ୍ଞାନ କରି

“ଯେଉଁମାନେ ସ୍ୱଧାର୍ମିକ ଅଟନ୍ତି” କିମ୍ବା “ଯେଉଁମାନେ ବିବେଚନା କରନ୍ତି ଯେ ସେମାନେ ଧାର୍ମିକ ଅଟନ୍ତି” (ୟୁଡିବୀ)

ତୁଚ୍ଛଜ୍ଞାନ କରି

“ମୁଲ୍ୟହ୍ରାସ କରି” କିମ୍ବା “ବିବେଚନା କରନ୍ତି ଯେ ସେମାନେ ସେମାନଙ୍କ ଠାରୁ ଉତ୍ତମ ଅଟନ୍ତି”

ମନ୍ଦିରକୁ

“ମନ୍ଦିର ପ୍ରାଙ୍ଗଣକୁ”