Door43-Catalog_or_tn/LUK/18/03.md

2.0 KiB

(ଯୀଶୁ ଆପଣା ଦୃଷ୍ଟାନ୍ତ କହି ଆସୁଅଛନ୍ତି।)

ବିଧବା

ବିଧବା ହେଉଛନ୍ତି, ଯେଉଁ ସ୍ତ୍ରୀର ସ୍ୱାମୀ ମୃତ। ଯୀଶୁଙ୍କ ଶ୍ରୋତାଗଣ ମନ୍ଦ କାର୍ଯ୍ୟ କରୁଥିବା ବିରୋଧରେ ପ୍ରତିରକ୍ଷା ବିନା ସେହି ସ୍ତ୍ରୀ ଚିନ୍ତା କରୁଥିବେ।

ଅନ୍ୟାୟର ପ୍ରତିକାର କରନ୍ତୁ

ଏହା ଏହିପରି ଅନୁବାଦ କରାଯାଇପାରେ “ଦଣ୍ଡ” କିମ୍ବା “ପ୍ରତିଶୋଧ ବିରୋଧରେ ମୋହର ଅନୁରୋଧ ରକ୍ଷା କର”

ମୋହର ବିବାଦୀ

“ମୋହର ଶତ୍ରୁ” କିମ୍ବା “ଯେଉଁ ବ୍ୟକ୍ତି ମୋହର କ୍ଷତି କରିବାକୁ ଚେଷ୍ଟା କରୁଅଛି” ଏହା ଏକ ମକଦ୍ଦମାର ବିରୋଧି ଅଟେ। ଏହା ସ୍ପଷ୍ଟ ନୁହେଁ ଯେ, ସେହି ସ୍ତ୍ରୀଲୋକ ଅନ୍ୟ ବ୍ୟକ୍ତିକୁ ମକଦ୍ଦମା କରିଛି କି ସେହି ବ୍ୟକ୍ତି ସ୍ତ୍ରୀଲୋକକୁ ମକଦ୍ଦମା କରିଛି।

ଈଶ୍ୱରଙ୍କୁ ଭୟ

“ଈଶ୍ୱରଙ୍କୁ ଭକ୍ତି ଓ ସମ୍ମାନ”

ମନୁଷ୍ୟ

ଏଠାରେ ଏହି ଶବ୍ଦ “ମନୁଷ୍ୟ” ସଧାରଣକୁ ଦର୍ଶାଏ।

ମୋତେ କଷ୍ଟ ଦେଉ ଥିବାରୁ

ଏହା ଏହିପରି ଅନୁବାଦ କରାଯାଇପାରେ “ମୋତେ ବିରକ୍ତ କରୁଅଛି”

ମୋତେ ବ୍ୟତିବ୍ୟସ୍ତ କରୁଥିବ

“ମୋତେ କ୍ଲାନ୍ତ କରି ଦେଉଛି”

ସେ ସବୁବେଳେ ଆସି

“ମୋ ନିକଟକୁ ଅବିରତ ଆସି”