Door43-Catalog_or_tn/LUK/18/01.md

1.2 KiB

(ଯୀଶୁ ଆପଣା ଶିଷ୍ୟମାନଙ୍କୁ କହି ଆସୁଅଛନ୍ତି।)

ପରେ ସେ

“ପରେ ଯୀଶୁ”

କହିଲେ

ଏହା ମଧ୍ୟ ଏକ ନୂତନ ବାକ୍ୟରେ ଆରମ୍ଭ କରାଯାଇପାରେ: “ସେ କହିଲେ” (ୟୁଡିବୀ)।

କ୍ଲାନ୍ତ ନ ହୋଇ

ଏହା ଏହିପରି ଅନୁବାଦ କରାଯାଇପାରେ “ପ୍ରାର୍ଥନା କରିବା ନିମନ୍ତେ କ୍ଲାନ୍ତ ହୁଅ” କିମ୍ବା “ବିଶ୍ୱାସ ହରାଅ ନାହିଁ”।

ଗୋଟିଏ ନଗରରେ ଜଣେ ବିଚାରକର୍ତ୍ତା ଥିଲେ

ଏହି ଶବ୍ଦ “ଗୋଟିଏ” ଏହା ବିଚାରକର୍ତ୍ତା ଓ ନଗରର ଚିହ୍ନଟ ବିନା, ଏହା ଘଟିଲା ବୋଲି କହିବା ନିମନ୍ତେ ବ୍ୟବହାର କରାଯାଇଛି।

ଭୟ

“ଭକ୍ତି ଓ ସମ୍ମାନ” (ୟୁଡିବୀ)

ମନୁଷ୍ୟକୁ ମାନୁ ନ ଥିଲା

“ବ୍ୟକ୍ତିକୁ ସମ୍ମାନ ଦେଉ ନ ଥିଲା।”