Door43-Catalog_or_tn/LUK/17/32.md

1.5 KiB

ଲୋଟଙ୍କ ସ୍ତ୍ରୀର କଥା ସ୍ମରଣ କର

ଏହା ଏକ ଚେତାବନୀ ଅଟେ। ଏହା ଏହିପରି ଅନୁବାଦ କରାଯାଇପାରେ “ଲୋଟଙ୍କ ସ୍ତ୍ରୀ ଯାହା କଲେ ତାହା କର ନାହିଁ।” ସେ ପଛକୁ ସୋଦୋମ ଆଡ଼କୁ ଚାହିଁଲା ଓ ସୋଦୋମର ଲୋକମାନଙ୍କ ସହିତ ଦଣ୍ଡ ପାଇଲା।

ଯେକେହି ଆପଣା ଜୀବନ ଲାଭ କରିବାକୁ ଚେଷ୍ଟା କରେ ସେ ତାହା ହରାଇବ

“ଯେଉଁ ଲୋକମାନେ ଆପଣା ଜୀବନ ବଞ୍ଚାଇବାକୁ ଚେଷ୍ଟା କରନ୍ତି ସେମାନେ ତାହା ହରାଇବେ” କିମ୍ବା “ଯେକେହି ଆପଣା ପୁରାତନ ଜୀବନ ଶୈଳୀ ବଞ୍ଚାଇବାକୁ ଚେଷ୍ଟା କରେ ସେ ତାହାର ଜୀବନ ହରାଇବ”

କିନ୍ତୁ ଯେକେହି ଆପଣା ଜୀବନ ଜୀବନ ହରାଇବ, ସେ ତାହା ବଞ୍ଚାଇବ

“କିନ୍ତୁ ଯେଉଁ ଲୋକମାନେ ଆପଣା ଜୀବନ ହରାଇବେ ସେମାନେ ତାହା ବଞ୍ଚାଇବେ” କିମ୍ବା “କିନ୍ତୁ ଯେକେହି ଆପଣା ପୁରାତନ ଜୀବନ ଶୈଳୀ ପରିତ୍ୟାଗ କରିବ ସେ ଆପଣା ଜୀବନ ବଞ୍ଚାଇବ”