Door43-Catalog_or_tn/LUK/17/05.md

2.1 KiB

ଆମ୍ଭମାନଙ୍କର ବିଶ୍ୱାସ ବଢ଼ାଇଦିଅନ୍ତୁ

“ଦୟାକରି ଆମ୍ଭମାନଙ୍କୁ ଅଧିକ ବିଶ୍ୱାସ ଦିଅନ୍ତୁ” କିମ୍ବା “ଦୟାକରି ଆମ୍ଭମାନଙ୍କ ବିଶ୍ୱାସରେ ଅଧିକ ବିଶ୍ୱାସ ସଂଯୁକ୍ତ କରନ୍ତୁ”

ଯଦି ଗୋଟିଏ ସୋରିଷଦାନା ପରି ତୁମ୍ଭମାନଙ୍କର ବିଶ୍ୱାସ ଥାଏ

ଏହା ଏହିପରି ଅନୁବାଦ କରାଯାଇପାରେ “ଯଦି ତୁମ୍ଭମାନଙ୍କର ବିଶ୍ୱାସ ଏପରି ଏକ ଛୋଟ ସୋରିଷ ଦାନା ପରି ମଧ୍ୟ ଥାଏ” କିମ୍ବା “ଯଦି କେବଳ ତୁମ୍ଭର ବିଶ୍ୱାସ ଗୋଟିଏ ସୋରିଷଦାନା ଯେତେ ବଡ଼ ସେତିକି ବଡ଼ ଥାଏ, କିନ୍ତୁ ଏହା ନୁହେଁ।” ଏହି ବାକ୍ୟାଂଶର ଗଠନ ଅବ୍ୟକ୍ତ ସୂଚନା ଦିଏ ଯାହା ସେମାନଙ୍କର ନ ଥିଲା, ପ୍ରକୃତରେ, ଗୋଟିଏ ସୋରିଷଦାନା ଆକାରର ସୁଦ୍ଧା ବିଶ୍ୱାସ ଥିବା ଆବଶ୍ୟକ।

ତୁ ସମୂଳେ ଉପୁଡ଼ାଯାଇ ସମୁଦ୍ରରେ ରୋପିତ ହ

ଏହା ଏହିପରି ଅନୁବାଦ କରାଯାଇପାରେ “ତୁ ଆପଣାକୁ ସମୂଳେ ଉପାଡ଼ି ଆପଣାକୁ ସମୁଦ୍ରରେ ରୋପିତ କର” କିମ୍ବା “ଆପଣା ମୂଳ ଭୂମିରୁ ବାହାର କରି ଆପଣା ମୂଳ ସମୁଦ୍ର ମଧ୍ୟରେ ତଳକୁ ରଖ”।

ତାହା ତୁମ୍ଭମାନଙ୍କର ଆଜ୍ଞା ମାନିବ

“ଗଛ ତୁମ୍ଭମାନଙ୍କର କଥା ମାନିବ”। ଏହାର ଫଳାଫଳ ସର୍ତ୍ତମୂଳକ ଅଟେ।ଏହା ଘଟିବ କେବଳ ଯଦି ସେମାନଙ୍କ ବିଶ୍ୱାସ ଥାଏ।