Door43-Catalog_or_tn/LUK/17/03.md

1.7 KiB

ତୁମ୍ଭ ଭାଇ

ଏହା ସାଧାରଣ ଭାବରେ ଅନ୍ତର୍ଭୁକ୍ତ “ତୁମ୍ଭମାନଙ୍କର ବିଶ୍ବାସୀ ଭାଇ” ସେହିପରି ପ୍ରକୃତରେ “ଭାଇମାନେ” ଯେଉଁମାନେ ଆପଣା ମାତା ଓ ପିତାଙ୍କଠାରୁ ଜନ୍ମ ହୋଇଥିଲେ।

ତାହାକୁ ଅନୁଯୋଗ କର

“ଦୃଢ଼ ଭାବରେ ତାହାକୁ ସତର୍କ କରାଅ” କିମ୍ବା “ସେ ଯାହା କରୁଥିଲା ତାହା ଭୁଲ୍ ଥିଲା ବୋଲି ତାହାକୁ ଦୃଢ଼ ଭାବରେ କୁହ” କିମ୍ବା “ତାହାକୁ ସୁଧାର”

ଯଦି ସେ ପାପ କରେ

ଏହା ଏକ ସର୍ତ୍ତମୂଳକ ବକ୍ତବ୍ୟ ଅଟେ ଯାହା ଏକ ଘଟଣା ସମ୍ଭବତଃ ଭବିଷ୍ୟତରେ ଘଟିବ ତାହା ବିଷୟରେ କହେ।

ଯଦି ସେ ସାତ ଥର ପାପ କରେ

ଏହା ଏକ ଆନୁମାନିକ ଭବିଷ୍ୟତ ଅବସ୍ଥିତି ଅଟେ। ଏହା କେବେହେଁ ହୋଇନାହିଁ, କିନ୍ତୁ ଯଦି ଏହା ହୁଏ, ଯୀଶୁ ଲୋକମାନଙ୍କୁ କ୍ଷମା ଦେବା ନିମନ୍ତେ କୁହନ୍ତି।

ଦିନ ଭୀତରେ ସାତ ଥର

ଏହା ଏହିପରି ଅନୁବାଦ କରାଯାଇପାରେ “ଦିନ ଭୀତରେ ଅନେକ ଥର”। ଏହି ସଂଖ୍ୟା ୭ ବାଇବଲରେ ସମ୍ପୂର୍ଣ୍ଣତାର ପ୍ରତୀକ ଅଟେ।