Door43-Catalog_or_tn/LUK/16/29.md

2.0 KiB

ସେମାନଙ୍କ ନିକଟରେ ମୋଶା ଓ ଭାବବାଦୀମାନଙ୍କ ଧର୍ମଶାସ୍ତ୍ର ଅଛି

“ଯାହା ମୋଶା ଓ ଭାବବାଦୀମାନେ ଲେଖିଛନ୍ତି ତାହା ତୁମ୍ଭମାନଙ୍କର ଭାଇମାନଙ୍କ ନିକଟରେ ଅଛି।” ଏହା ଏହିପରି ଅନୁବାଦ କରାଯାଇପାରେ “ଯାହା ମୋଶା ଓ ଭାବବାଦୀମାନେ ଲେଖିଛନ୍ତି ତାହା ସେମାନେ ଶୁଣିଅଛନ୍ତି”।

ସେମାନେ ସେମାନଙ୍କର କଥା ଶୁଣନ୍ତୁ

“ତୁମ୍ଭମାନଙ୍କ ଭାଇମାନେ ମୋଶା ଓ ଭାବବାଦୀମାନଙ୍କର କଥା ଶୁଣନ୍ତୁ।”

ଯଦି ମୃତମାନଙ୍କ ପାଖରୁ ଜଣେ ସେମାନଙ୍କ ନିକଟକୁ ଯିବ

ଏହା ଏହିପରି ଅନୁବାଦ କରାଯାଇପାରେ “ଯେଉଁ ବ୍ୟକ୍ତିର ମୃତ୍ୟୁ ହୋଇଛି ଯଦି ସେ ସେମାନଙ୍କ ନିକଟକୁ ଯିବ” କିମ୍ବା “ଯେଉଁ ବ୍ୟକ୍ତିର ମୃତ୍ୟୁ ହୋଇଛି ଯଦି ସେ ସେମାନଙ୍କ ନିକଟକୁ ଯାଇ ସେମାନଙ୍କୁ ସତର୍କ କରାଇବ।”

ଯଦି ସେମାନେ ମୋଶା ଓ ଭାବବାଦୀମାନଙ୍କର କଥା ନ ଶୁଣନ୍ତି

“ଯଦି ସେମାନେ ମୋଶା ଓ ଭାବବାଦୀ ଯାହା ଲେଖିଛନ୍ତି ତାହା ପ୍ରତି ମନୋଯୋଗ ନ କରନ୍ତି”

ହେଲେ ସୁଦ୍ଧା ସେମାନେ ପରାମର୍ଶ ଗ୍ରହଣ କରିବେ ନାହିଁ

“ସେମାନେ ମାନିବେ ନାହିଁ” କିମ୍ବା “ସେମାନେ ବିଶ୍ୱାସ କରିବେ ନାହିଁ”