Door43-Catalog_or_tn/LUK/16/25.md

2.0 KiB

(ଯୀଶୁ ଆପଣା କାହାଣୀ କହି ଆସୁଅଛନ୍ତି)।

ପୁଅରେ

ଏହି ଧନୀ ଲୋକ ମଧ୍ୟ ଅବ୍ରହାମଙ୍କ ସନ୍ତାନମାନଙ୍କ ମଧ୍ୟରୁ ଜଣେ ଥିଲେ

ଭଲ ବିଷୟସବୁ

“ଉତ୍ତମ ବିଷୟସବୁ” କିମ୍ବା “ଆନନ୍ଦଦାୟକ ବିଷୟସବୁ”

ସେହିପରି ମନ୍ଦ ବିଷୟସବୁ ପାଇଲା

ଏହା ଏହିପରି ମଧ୍ୟ ଅନୁବାଦ କରାଯାଇପାରେ “ମନ୍ଦ ବିଷୟସବୁ ପାଇଲା” କିମ୍ବା “ମନ୍ଦ ବିଷୟସବୁ ପାଇବା କାରଣରୁ ସେ ପୀଡିତ ହେଲା”।

କଲବଲ ହେଉଅଛୁ

“ଗୁରୁତର ଯନ୍ତ୍ରଣା ପାଉଅଛୁ”

ଆଉ ତାହା ଛଡା

“ଏହି କାରଣ ସହିତ”

ଅତି ବୃହତ୍ ବ୍ୟବଧାନ ଅବସ୍ଥିତ

ଏହା ଏହିପରି ମଧ୍ୟ ଅନୁବାଦ କରାଯାଇପାରେ “ଈଶ୍ୱର, ତୁମ୍ଭ ଓ ଆମ୍ଭ ମଧ୍ୟରେ ଏକ ବୃହତ୍ ଗଭୀର ସଂକୀର୍ଣ୍ଣ ଗର୍ତ୍ତ ଅବସ୍ଥିତ କରିଅଛନ୍ତି” (ୟୁଡିବୀ)।

ଏକ ଅତି ବୃହତ୍ ବ୍ୟବଧାନ

“ଏକ ତୀଖ, ଗଭୀର ଓ ପ୍ରଶସ୍ତ ଉପତ୍ୟକା” କିମ୍ବା “ଏକ ବଡ଼ ବ୍ୟବଧାନ” କିମ୍ବା “ଏକ ବୃହତ୍ ଗଭୀର ସଂକୀର୍ଣ୍ଣ ଗର୍ତ୍ତ” (ୟୁଡିବୀ)

ଏହା ଯେଉଁମାନେ ପାର ହେବାକୁ ଇଚ୍ଛା କରନ୍ତି

“ଯେଉଁ ଲୋକମାନେ ଏହି ବୃହତ୍ ବ୍ୟବଧାନ ପାର ହେବାକୁ ଇଚ୍ଛା କରନ୍ତି” କିମ୍ବା “ଯଦି କେହି ଏହା ପାର ହେବାକୁ ଇଚ୍ଛା କରେ”