Door43-Catalog_or_tn/LUK/16/18.md

1.3 KiB

(ଯୀଶୁ ଲୋକମାନଙ୍କୁ ଶିକ୍ଷା ଦେଇ ଆସୁଅଛନ୍ତି।)

ଯେହେତୁ ଏହା ବ୍ୟବସ୍ଥାର ଏକ ଉଦାହରଣ ଅଟେ ଯାହା ଅପରିବର୍ତ୍ତନୀୟ ଅଟେ, ଏହି ପଦ ମଧ୍ୟ ଆରମ୍ଭ କରାଯାଇପାରିବ “ଉଦାହରଣ ସ୍ଵରୂପେ”।

ଯେକେହି ଆପଣା ସ୍ତ୍ରୀକି ପରିତ୍ୟାଗ କରେ

“ଯେଉଁଜଣ ଆପଣା ସ୍ତ୍ରୀକି ପରିତ୍ୟାଗ କରେ” କିମ୍ବା “ଯେକୌଣସି ବ୍ୟକ୍ତି ଆପଣା ସ୍ତ୍ରୀକି ପରିତ୍ୟାଗ କରେ” କିମ୍ବା “ଯଦି ଜଣେ ଆପଣା ସ୍ତ୍ରୀକି ପରିତ୍ୟାଗ କରେ”

ବ୍ୟଭିଚାର କରେ

“ବ୍ୟଭିଚାର କରିବା ଦ୍ଵାରା ଦୋଷୀ ଅନୁଭବ କରେ”

ଯେକେହି ଆପଣା ସ୍ଵାମୀ ଦ୍ଵାରା ପରିତ୍ୟକ୍ତା ସ୍ତ୍ରୀକି ବିବାହ କରେ

“ଯେକୌଣସି ଲୋକ ଆପଣା ସ୍ଵାମୀ ଦ୍ଵାରା ପରିତ୍ୟକ୍ତା ସ୍ତ୍ରୀକି ବିବାହ କରେ ”