Door43-Catalog_or_tn/LUK/16/14.md

2.1 KiB

ଯେଉଁମାନେ ଧନଲୋଭୀ

“ଯିଏ ଧନ କୁ ପ୍ରେମ କରେ” କିମ୍ବା “ଯିଏ ଧନ ରହିବା ଭଲ ପାଏ” କିମ୍ବା “ଯିଏ ଧନ ନିମନ୍ତେ ଅତ୍ୟଧିକ ଲୋଭୀ ଅଟେ”

ସେମାନେ ତାହାଙ୍କୁ ବିଦ୍ରୁପ କଲେ

ଏହା ଏହିପରି ଅନୁବାଦ କରାଯାଇପାରେ “ଫାରୁଶୀମାନେ ଯୀଶୁଙ୍କୁ ବିଦ୍ରୁପ କଲେ”।

ସେଥିରେ ସେ ସେମାନଙ୍କୁ କହିଲେ

“ସେଥିରେ ଯୀଶୁ ଫାରୁଶୀମାନଙ୍କୁ କହିଲେ”

ଯେଉଁମାନେ ଆପଣା ଆପଣାକୁ ମନୁଷ୍ୟମାନଙ୍କ ଦୃଷ୍ଟିରେ ଧାର୍ମିକ ବୋଲି ଦେଖାନ୍ତି

“ତୁମ୍ଭେମାନେ ଆପଣା ଆପଣାକୁ ମନୁଷ୍ୟମାନଙ୍କ ଦୃଷ୍ଟିରେ ଭଲ ବୋଲି ଦେଖାଇବାକୁ ଚେଷ୍ଟା କରୁଅଛ”

ଈଶ୍ଵର ତୁମ୍ଭମାନଙ୍କର ହୃଦୟ ଜାଣନ୍ତି

“ତୁମ୍ଭମାନଙ୍କର ପ୍ରକୃତ ଅଭିଳାଷ ଈଶ୍ଵର ଜାଣନ୍ତି” କିମ୍ବା “ଈଶ୍ଵର ତୁମ୍ଭମାନଙ୍କର ଅଭିପ୍ରାୟକୁ ଜାଣନ୍ତି”।

ଯାହା ମନୁଷ୍ୟମାନଙ୍କ ମଧ୍ୟରେ ଉଚ୍ଚୀକୃତ

ଏହା ଏହିପରି ଅନୁବାଦ କରାଯାଇପାରେ “ଯେଉଁ ବିଷୟଗୁଡିକୁ ଲୋକମାନେ ଗୁରୁତ୍ଵପୂର୍ଣ୍ଣ ମନେ କରନ୍ତି”।

ତାହା ଈଶ୍ଵରଙ୍କ ଦୃଷ୍ଟିରେ ଘୃଣିତ

ଏହା ଏହିପରି ମଧ୍ୟ ଅନୁବାଦ କରାଯାଇପାରେ “ଈଶ୍ଵର ଘୃଣା କରନ୍ତି” କିମ୍ବା “ଯେଉଁ ବିଷୟଗୁଡିକୁ ଈଶ୍ଵର ଘୃଣା କରନ୍ତି”