Door43-Catalog_or_tn/LUK/16/13.md

1.3 KiB

(ଯୀଶୁ ଲୋକମାନଙ୍କୁ ଶିକ୍ଷା ଦେଇ ଆସୁଅଛନ୍ତି।)

କୌଣସି ଭୃତ୍ୟ ହୋଇପାରେ ନାହିଁ

ଏହା ଏହିପରି ମଧ୍ୟ ଅନୁବାଦ କରାଯାଇପାରେ, “ଏକ ଭୃତ୍ୟ ହୋଇପାରେ ନାହିଁ”

ଅନୁରକ୍ତ

“ସମର୍ପିତ” କିମ୍ବା “ବିଶ୍ଵସ୍ତ”

ଅନ୍ୟକୁ ଅବଜ୍ଞା କରିବ

“ଅନ୍ୟକୁ ତୁଚ୍ଚ ଜ୍ଞାନ କରିବ” କିମ୍ବା “ଅନ୍ୟକୁ ହେୟଜ୍ଞାନ କରିବ” କିମ୍ବା “ଅନ୍ୟକୁ ଘୃଣା କରିବ”

ତୁମ୍ଭେମାନେ ଉଭୟର ଦାସ ହୋଇପାର ନାହିଁ

ଯୀଶୁ ଲୋକମାନଙ୍କ ଏକ ଦଳକୁ କହୁଥିଲେ, ତେଣୁ ଭାଷାଗୁଡ଼ିକରେ “ତୁମ୍ଭେମାନେ” ର ବହୁବଚନ ଥାଏ ତାହା ବ୍ୟବହାର କରନ୍ତୁ। (ଦେଖନ୍ତୁ: ତୁମ୍ଭେମାନେ ର ପ୍ରକାର)

ସେବା

“ଏକ ଦାସ ହେବାକୁ”

ସେ ଘୃଣା କରିବ

“ସେହି ଭୃତ୍ୟ ଘୃଣା କରିବ”