Door43-Catalog_or_tn/LUK/16/10.md

1.5 KiB

(ଯୀଶୁ ଲୋକମାନଙ୍କୁ ଶିକ୍ଷା ଦେଇ ଆସୁଅଛନ୍ତି।)

ଯାହାଫଳରେ

ଏହା ଏହିପରି ଅନୁବାଦ କରାଯାଇପାରେ, “ସେହି କାରଣରୁ” କିମ୍ବା “ତେଣୁ ଏହି ଦୃଷ୍ଟିରୁ”।

କିଏ ତୁମ୍ଭମାନଙ୍କୁ ବିଶ୍ଵାସ କରି ସତ୍ୟ ଧନ ତୁମ୍ଭମାନଙ୍କ ହସ୍ତରେ ସମର୍ପଣ କରିବ?

ଏହା ଏକ ପ୍ରଭାବିତ ପ୍ରଶ୍ନ ଅଟେ। ଏହା ଏହିପରି ମଧ୍ୟ ଅନୁବାଦ କରାଯାଇପାରେ “ସତ୍ୟ ଧନରେ କେହି ମଧ୍ୟ ତୁମ୍ଭମାନଙ୍କୁ ବିଶ୍ଵାସ କରିବେ ନାହିଁ” କିମ୍ବା “ପରିଚାଳିତ କରିବା ନିମନ୍ତେ କେହି ମଧ୍ୟ ତୁମ୍ଭମାନଙ୍କୁ ସତ୍ୟ ଧନ ଦେବେ ନାହିଁ”। (ଦେଖନ୍ତୁ: ପ୍ରଭାବିତ ପ୍ରଶ୍ନ)

କିଏ ତୁମ୍ଭମାନଙ୍କୁ ତୁମ୍ଭମାନଙ୍କର ନିଜ ବିଷୟ ଦେବ

ଏହା ମଧ୍ୟ ଏକ ପ୍ରଭାବିତ ପ୍ରଶ୍ନ ଅଟେ। ଏହା ମଧ୍ୟ ଏହିପରି ଅନୁବାଦ କରାଯାଇପାରେ “କେହି ମଧ୍ୟ ତୁମ୍ଭମାନଙ୍କୁ ତୁମ୍ଭମାନଙ୍କର ସମ୍ପତ୍ତି ଦେବ ନାହିଁ”।