Door43-Catalog_or_tn/LUK/16/05.md

1.5 KiB
Raw Permalink Blame History

(ଯୀଶୁ ଆପଣା କାହାଣୀ କହି ଆସୁଅଛନ୍ତି।)

ଆପଣା ପ୍ରଭୁଙ୍କର ପ୍ରତ୍ୟେକ ଖାତକକୁ

“ଯେଉଁ ବ୍ୟକ୍ତି ତାହାର ପ୍ରଭୁଙ୍କର ଋଣୀ ଥିଲେ” କିମ୍ବା “ତାହାର ପ୍ରଭୁଙ୍କଠାରୁ ଯେଉଁ ବ୍ୟକ୍ତି କିଛି ଋଣ ନେଇଥିଲା।”ଏହି କାହାଣୀରେ ଋଣୀ ଜୈତୁନ ତେଲ ଓ ଗହମ ଋଣ ନେଇଥିଲେ।

ସେ ଡାକି…ସେ କହିଲା (ପଦ. ୫)

“ସେହି ବେବର୍ତ୍ତା ଡାକି…ସେହି ବେବର୍ତ୍ତା କହିଲା”

ଶଏ ମହଣ ଜୈତୁନ ତେଲ

“ପାଖାପାଖି ୩୪୦୦ ଲିଟର୍ ଜୈତୁନ ତେଲ” ସେ ଡାକି…ସେ ତାହାକୁ କହିଲା (ପଦ. ୬) “ସେହି ବେବର୍ତ୍ତା ଡାକି…ସେହି ବେବର୍ତ୍ତା ଋଣୀକୁ କହିଲା”

ଶଏ ଭରଣ ଗହମ

“ପାଖାପାଖି , କିଲୋଗ୍ରାମ ଗହମ ଶସ୍ୟ”

ସେ କହିଲା…ସେ କହିଲା…ସେ ତାହାକୁ କହିଲା (ପଦ. ୭)

“ସେହି ବେବର୍ତ୍ତା କହିଲା…ସେହି ଋଣୀକୁ କହିଲା…ସେହି ବେବର୍ତ୍ତା ଋଣୀକୁ କହିଲା”