Door43-Catalog_or_tn/LUK/16/03.md

1.2 KiB

(ଯୀଶୁ ଆପଣା କାହାଣୀ କହି ଆସୁଅଛନ୍ତି।)

ମୁଁ କଅଣ କରିବି?

ବେବର୍ତ୍ତା ଆପଣାକୁ କହୁଛନ୍ତି, ନିଜ ନିଷ୍ପତ୍ତିର ସମୀକ୍ଷା କରିବାକୁ।

ମୋହର ପ୍ରଭୁ

ଏହା ଧନୀ ବ୍ୟକ୍ତିକୁ ଦର୍ଶାଏ। ଏହା ଏହିପରି ଅନୁବାଦ କରାଯାଇପାରେ “ମୋହର ନିଯୁକ୍ତିକାରୀ”। ବେବର୍ତ୍ତା ଏକ ଦାସ ନ ଥିଲେ।

ମାଟି ହାଣିବାକୁ ମୋହର ବଳ ନାହିଁ

“ଭୂମି ଖୋଳିବାକୁ ମୁଁ ଯଥେଷ୍ଟ ବଳବାନ୍ ନୁହେଁ” କିମ୍ବା “ମାଟି ହାଣିବାକୁ ମୁଁ ଯୋଗ୍ୟ ନୁହେଁ”

ମୁଁ ବେବର୍ତ୍ତାପଦରୁ ଚ୍ୟୁତ ହେଲା ପରେ

ଏହା ଏହିପରି ମଧ୍ୟ ଅନୁବାଦ କରାଯାଇପାରେ, “ଯେତେବେଳେ ମୁଁ ବେବର୍ତ୍ତାପଦ ହରାଇବି”