Door43-Catalog_or_tn/LUK/16/01.md

2.1 KiB

(ଯୀଶୁ ଲୋକମାନଙ୍କୁ ଦେଇ ଆସୁଅଛନ୍ତି।)

ଆଉ ଯୀଶୁ ମଧ୍ୟ ଶିଷ୍ୟମାନଙ୍କୁ କହିଲେ

ପୂର୍ବ ଅନୁଚ୍ଛେଦରେ ଫାରୁଶୀମାନଙ୍କ ଓ ଶାସ୍ତ୍ରୀମାନଙ୍କ ନିମନ୍ତେ ନିର୍ଦ୍ଦେଶ ଥିଲା, ଯାହାଫଳରେ ଯୀଶୁଙ୍କ ଶିଷ୍ୟମାନେ ସେହି ଲୋକସମୂହର ଅଂଶ ହୋଇପାରନ୍ତି ଯେଉଁ ଲୋକମାନେ ଶୁଣୁଥିଲେ।

ଏହି ସମ୍ବାଦ ତାହାଙ୍କୁ ଦିଆଗଲା

“ଲୋକମାନେ ଧନୀ ଲୋକକୁ ସମ୍ବାଦ ଦେଲେ”

ତାଙ୍କର ସମ୍ପତ୍ତି ଅପବ୍ୟୟ କରିଦେଉଅଛି

“ତାଙ୍କର ସମ୍ପତ୍ତି ଉଡ଼ାଇଦେଉଅଛି” କିମ୍ବା “ଧନୀ ଲୋକର ସମ୍ପତ୍ତିକୁ ମୂର୍ଖ ଭାବରେ ବ୍ୟୟ କରିଦେଉଅଛି”

ମୁଁ ତୁମ୍ଭ ବିଷୟରେ ଏ କି କଥା ଶୁଣୁଅଛି?

ଏହା ଏକ ପ୍ରଭାବିତ ପ୍ରଶ୍ନ ଅଟେ। ସେହି ଧନୀ ଲୋକ କହୁଛନ୍ତି, “ତୁମ୍ଭେ ଯାହା କରୁଅଛ ତାହା ମୁଁ ଶୁଣିଅଛିI” (ଦେଖନ୍ତୁ: ପ୍ରଭାବିତ ପ୍ରଶ୍ନ)

ତୁମ୍ଭ ବେବର୍ତ୍ତାକାର୍ଯ୍ୟର ହିସାବ ଦିଅ

ଏହା ଏହିପରି ମଧ୍ୟ ଅନୁବାଦ କରାଯାଇପାରେ, “ଅନ୍ୟକୁ ଦେବା ନିମନ୍ତେ ସମସ୍ତ ବିଷୟ ପ୍ରସ୍ତୁତ କର” କିମ୍ବା “ହସ୍ତାନ୍ତର କରିବା ନିମନ୍ତେ ସମସ୍ତ ବିଷୟ ଠିକ୍ କର” କିମ୍ବା “ମୋହର ଧନ ବିଷୟରେ ତୁମ୍ଭେ ଯାହା ଲେଖିଅଛ ତାହାର ବିବରଣ ପ୍ରସ୍ତୁତ କର।”